ମହିଳାମାନେ ଘରୁ ବହାରକୁ ବାହାରିବାକୁ ଡରୁଛନ୍ତି। ବୟସ୍କ ଠାରୁ ଆରମ୍ଭ କରି ମହିଳା ଓ ଛୋଟ ଠେଙ୍ଗା ଧରି ପଦାକୁ ବାହାରୁଛନ୍ତି ଲୋକେ। ଗାଁ ଲୋକମାନେ ଠେଙ୍ଗାବାଡ଼ି ଧରି ଗାଁରେ ମାଙ୍କଡ଼କୁ ଜଗିଛନ୍ତି। ଗ୍ରାମବାସୀ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିବା ସହ ବନବିଭାଗକୁ ଖବର ଦେଇଛନ୍ତି। ତୁରନ୍ତ ମାଙ୍କଡ଼ ମାନଙ୍କୁ ଘଉଡ଼ାଇବା ଗାଁ ଲୋକେ ନିବେଦନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର