ଏ ଖବର ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। କେଉଁଥି ପାଇଁ ଛାତ୍ରୀଙ୍କର ଏଭଳି ଦେହ ଖରାପ ହେଲା ଯାହାକୁ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ଅସୁସ୍ଥ ଛାତ୍ରୀମାନଙ୍କର ପରିବାର ପକ୍ଷରୁ ଦାବି ହେଉଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ସ୍କୁଲରେ ମଧ୍ୟାନ୍ନ ଭୋଜନ ଖାଇ 15ରୁ ଅଧିକ ଛାତ୍ରୀ ଅସୁସ୍ଥ । ସୋର ପୌରାଞ୍ଚଳ ବରଖୁରୀ ଏମ.ଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ ଛାତ୍ରୀ । ଅସୁସ୍ଥ ଛାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଛାତ୍ରୀଙ୍କ ଛାତି ଯନ୍ତ୍ରଣା ସହିତ, ମୁଣ୍ଡ ବୁଲାଉଛି । ଅସୁସ୍ଥମାନେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରୀ ହୋଇଥିବା ଜଣା ପଡିଛି ।
ଏ ଖବର ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। କେଉଁଥି ପାଇଁ ଛାତ୍ରୀଙ୍କର ଏଭଳି ଦେହ ଖରାପ ହେଲା ଯାହାକୁ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ଅସୁସ୍ଥ ଛାତ୍ରୀମାନଙ୍କର ପରିବାର ପକ୍ଷରୁ ଦାବି ହେଉଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।