ଜଳେଶ୍ବର ଆଡ଼ିନଗା ଗ୍ରାମର ଅଜୟ ବାରିକଙ୍କ ଗୁହାଳ ଘରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ନିଆଁକୁ ସ୍ଥାନୀୟ ଲୋକେ ଆୟତ୍ତ କରିଥିଲେ । ଅର୍ଦ୍ଧ ଧଗ୍ଧ ଅବସ୍ଥାରେ 5 ଗୋରୁ ଉଦ୍ଧାର ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଓଡିଶା ଖବର ଆହୁରି ପଢନ୍ତୁ
ବାଲେଶ୍ବର : ବାଲେଶ୍ବର ଜଳେଶ୍ବରରେ ଅଗ୍ନିକାଣ୍ଡ। ଗୁହାଳରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ 25ରୁ ଉର୍ଦ୍ଧ୍ୱ ଛେଳି ଓ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ।