ଖବର ପାଇ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ତେବେ ଏହି ମଣ୍ଡିରେ ଗ୍ରାମର ଅନେକ ଚାଷୀଙ୍କ ଦୁଇଶହରୁ ଉର୍ଦ୍ଧ୍ୱ ଧାନବସ୍ତା ମିଲର ଅପେକ୍ଷାରେ ରହିଥିଲା l ସେଥିମଧ୍ୟରୁ ପାଞ୍ଚ ଜଣ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଥିବା ସୂଚନା ମିଳିଛି l ତେବେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ସରକାର କ୍ଷତିପୂରଣ ଯୋଗାଇବାକୁ ଦାବି କରିଛନ୍ତି ଚାଷୀ l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।