ଅନ୍ୟପଟେ ଏମିକ୍ରନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଓମିକ୍ରନ୍ ନେଇ ଆଲୋଚନା ଚାଲିଛି, ଭୟ କରିବାର କୌଣସି କାରଣ ନାହିଁ l କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି କିଏ କେଉଁଠି ଆସୁଛି ଆମକୁ ତଥ୍ୟ ଦିଅନ୍ତୁ l ଏନେଇ who କୌଣସି ସଠିକ୍ ତଥ୍ୟ ଦେଇନାହିଁ l ଭୟ ନକରି ସତର୍କ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ ପରାମର୍ଶ ଦେଇଛନ୍ତି l
ଗତକାଲି ମହାରାଷ୍ଟ୍ରରୁ 7 ଜଣ ଓ ପରେ ରାଜସ୍ଥାନରୁ ୯ ଜଣ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।