ବ୍ୟାଙ୍କ ବଣିଆ ନୀଳମାଧବ ଆଚାରୀ ଏବେ ଫେରାର ଅଛନ୍ତି l ବ୍ୟାଙ୍କରେ ଅଡିଟ ସମୟରେ ବନ୍ଧକ ଥିବା ସୁନା ଅଳଙ୍କାର ନକଲି ବୋଲି ଜଣାପଡିଥିଲା l ଏଥିରେ ଅଧିକାଂଶ ସୁନା ନକଲି ଥିବା ନଜରକୁ ଆସିଥିଲା l ଏ ନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ଏପଟେ ଗ୍ରାହକମାନେ ଥାନାର ଦ୍ୱାରସ୍ତ ହୋଇଛନ୍ତି l ଅଭିଯୋଗ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: