ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ହୋଇଥିଲା । ଏ ନେଇ ଭିଜିଲାନ୍ସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅଙ୍ଗନଓ୍ବାଡ଼ି ଦିଦିଙ୍କ ଘରୁ ୪ କୋଟି ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ଠାବ

କଟକ : ଅଙ୍ଗନଓ୍ବାଡ଼ି ଦିଦି କବିତା ମଥାନଙ୍କ ୪ କୋଟି ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ଠାବ । ଭୁବନେଶ୍ବରରେ ୪ଟି କୋଠା ସହ ୧୪ଟି ପ୍ଲଟ ଠାବ ହୋଇଛି । ଏହା ସହ ଦୁଇ ଲକ୍ଷ ୨୦ ହଜାର ଟଙ୍କାର ବିମା ଜମା ଓ ୨୧୨ ଗ୍ରାମର ସୁନା ଅଳଙ୍କାର ଠାବ ହୋଇଛି ।
Download Argus News App
