ପୂର୍ଣ୍ଣଚନ୍ଦ୍ରଙ୍କ ବାଡ଼ିରେ ପରିବା ଚାଷ କରିଥିବା ବେଳେ ବାଡ଼ ଭାଙ୍ଗି ଷଣ୍ଢ ପଶି ଫସଲ ଖାଇଯାଉଥିବା ଯୋଗୁଁ ପରିବାର ଲୋକେ ବାଡ଼ରେ କରେଣ୍ଟ ଚାର୍ଜ କରିଥିଲେ । ଆଜି ପୁର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଏବଂ ପୁଅ ପରିବା ବାଡିକୁ ଯାଇଥିବାବେଳେ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ । ପରେ ପରିବାର ଲୋକେ ଉଭୟଙ୍କୁ ଖଇରା ମେଡିକାଲକୁ ନେଇଥିଲେ ଡାକ୍ତର ସେଠାରେ ଉଭୟ ମାଆ ପୁଅଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର