ଅନ୍ୟପଟେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘର ଭିତରେ ଛାନଭିନ୍ କରୁଛି । ପାରିବାରିକ କଳହକୁ ନେଇ ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ସ୍ୱାମୀ ଦିନେଶର ଅଭିଯୋଗ କ୍ରମେ ସ୍ତ୍ରୀ ଗାଁର ଅନ୍ୟଜଣଙ୍କ ସହ ସମ୍ପକ ରଖି ଫୋନରେ ବାର୍ତ୍ତାଳାପ କରୁଥିଲେ । ଅନ୍ୟପଟେ ପଦ୍ମା ସାଉନ୍ତା ମାଆ ଝିଅକୁ ମାରି ଦିଆଯାଇଛି ବୋଲି ସନ୍ଦେହ କରାଯାଉଛି ।
ଅନ୍ୟପଟେ ଲକ୍ଷ୍ମୀପୁର ବ୍ଲକର ତୋୟାପୁଟ ଗାଁ ରେ ଜଣେ ଯୁବକ ତା ପତ୍ନି ଓ ୨ବର୍ଷର ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଘଟଣାକୁ ମାସେ ମଧ୍ୟ ହୋଇନଥିବାବେଳେ ପୁଣି ଏପରି ଆତ୍ମହତ୍ୟା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।