ଅଧିକ ପଢନ୍ତୁ : ଆଖି ବୁଜିଲେ ଯାଜପୁର ସୋଲେଇ ଗ୍ରାମର ଶୁଭଲକ୍ଷ୍ମୀ ତିରିଆ
ସ୍ୱାମୀ ସାଲାଇ ହାଟରୁ ଫେରି ପାର୍ବତୀକୁ ଏକାକୀ ଘରେ ଦେଖି ପୁତ୍ର ରାଜେଶ କାହିଁ ବୋଲି ପଚାରିଥିଲେ।ମାତ୍ର ଶିଶୁପୁତ୍ର କୁ ସେ ନେଇ ତାଙ୍କ ବାପା ଘରେ ଛାଡ଼ି ଆସିଛନ୍ତି ବୋଲି ପାର୍ବତୀ ସ୍ୱାମୀ କୁ କହିଥିଲେ।ପରେ ସାଲାଇ ତାଙ୍କ ଶଶୁର ଘରକୁ ଯାଇ ଶଶୁର ଘରେ ପଚାରିବାରୁ ପାର୍ବତୀ ଏକାକୀ ଆସିଥିଲା ବୋଲି ଶଶୁର ଘର ଲୋକେ କହିଥିଲେ ।ଶିଶୁ ପୁତ୍ରକୁ କୋଳରେ ଧରି ଦାଣ୍ଡରେ ଯାଉଥିବାର ଖବର ସାଲାଇ ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଥିଲେ।ଏହା ଜାଣି ସାଲାଇ ବାରମ୍ବାର ପାର୍ବତୀକୁ ତାଗିଦ କଲା ପରେ ସେ ନିଜ ପୁତ୍ରକୁ ଗ୍ରାମ ସନ୍ନିକଟ କେନାଲ ପାଣିରେ ପକାଇ ଦେଇଥିବା ସ୍ୱୀକାର କରିଥିଲେ।ଆଜି ସକାଳେ ସେ କେନାଲ ପାଣିରେ ଜଣେ ଶିଶୁକୁ ଭାସମାନ ଅବସ୍ଥାରେ ଗ୍ରାମବାସୀ ଦେଖି ସାଲାଇ କୁ ଖବର ଦେଇଥିଲେ ସାଲାଇ ଶିଶୁପୁତ୍ର ରାଜେଶକୁ ମୃତ ଅବସ୍ଥାରେ ଜଳରୁ ଉଦ୍ଧାର କରି ଘରକୁ ଆଣି ବିଶୋଇ ଥାନାକୁ ଖବର ଦେଇଥିଲେ।ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟ କୁ ମୃତ ରାଜେଶର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟାକାରିଣୀ ମା ପାର୍ବତୀକୁ ଥାନା କୁ ଆଣିଥିବା ଜଣାପଡିଛି।କେଶ ନଂ ୧୭୧/୨୩ରେ ଏକ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚାଲୁ ରଖିଛି ପୋଲିସ।ଅଭିଯୁକ୍ତା ପାର୍ବତୀକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ଆଇ.ଓ ଶ୍ରୀଯୁକ୍ତ ମଲ୍ଲିକ