ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୋଟର ଲିଷ୍ଟ, ଆଧାର କାର୍ଡ ଲିଙ୍କ କରାଇବା, ମିଟିଂ କରିବା, ମହିଳାମାନଙ୍କ ପାଇଁ ବ୍ୟାଙ୍କରୁ ଋଣ କରିବା ଭଳି ବିଭିନ୍ନ କାମରେ ନିୟୋଜିତ ଥିଲେ ମଧ୍ୟ ଆମ ପାଇଁ କୌଣସି ସୁବିଧା ସରକାର କରୁନାହାନ୍ତି ।
ସମସ୍ତ ସିଆରପି ମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମା ୨୬,୦୦୦, ପ୍ରତ୍ୟେକ ଅଞ୍ଚଳରେ ବୈଠକ ପାଇଁ ସଭା ଗୃହ ଭଳି ବିଭିନ୍ନ ଦାବି କରିଛନ୍ତି ଓଡିଶା ଗୋଷ୍ଠୀ ସହାୟିକା । ସ୍କୁଟି ଆମକୁ ଦରକାର ନାହିଁ ଆମକୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।