ହାତୀକୁ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍ ଓଲଟି ଯାଇଥିଲା ଏହି ଟିମ୍ ରେ ଖବର ସଂଗ୍ରହ ପାଇଁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ଓଟିଭିର ପ୍ରତିନିଧି ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବା ବେଲେ କ୍ୟାମେରା ପରସନ ପ୍ରଭାତ ବିଶୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେହିପରି ହାତୀଟିର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ସମଗ୍ର ଓଡିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି।