ଫଳରେ କାମ କରିବାରେ ଅସୁବିଧା ହେଉଛି । ତା ସହ ଠିକା ସଫେଇ କର୍ମଚାରୀଙ୍କ ଇପିଏଫ ଟଙ୍କା ପ୍ରଦାନ ଓ ଅନ୍ୟାନ୍ୟ ବକେୟା ପାଉଣା ଦେଉ ନାହାନ୍ତି ପୌର କର୍ତ୍ତୃପକ୍ଷ । ଏନେଇ ଅଭିଯୋଗ କରିବାରୁ କର୍ମଚାରୀ ମାନଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି ଅଧିକାରୀ । ତା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କରିଛନ୍ତି କର୍ମଚାରୀମାନେ । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।