ଅଧିକ ପଢନ୍ତୁ : ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ, ଆଜି ମିଳିଲା ମୃତଦେହ
ଜ୍ୟୋତି ପ୍ରାୟ ୬ବର୍ଷ ତଳେ ପାରଳାଖେମୁଣ୍ଡିର ସନ୍ତୋଷ ସାହକୁ ବିବାହ କରିଥିଲେ । ତେବେ ତାଙ୍କର କୌଣସି ଛୁଆପିଲା ନଥିବଆରୁ ପରିବାରରେ ଅଶାନ୍ତି ଲାଗି ରହିଥିଲା । ବୁଧବାର ରାତିରେ ଜ୍ୟୋତି ସାନ ଭଉଣୀକୁ ଫୋନ୍ କରି ଏଠାରୁ ନେଇ ଯିବା ପାଇଁ କହିଥିଲେ । ତେବେ ଗୁରୁବାର ସକାଳୁ ତାର ମୃତ୍ୟୁ ଖବର ପହଞ୍ଚିଥିଲା । ତେଣୁ ସଂପୂର୍ଣ୍ଣ ଭାବେ ଏକ ହତ୍ୟାକାଣ୍ଡ ବୋଲି ମୃତ ମହିଳାଙ୍କ ମା’ ମାଳତୀ ଜେନା ଅଭିଯୋଗ କରିଛନ୍ତି ।