ମୃତକ ଜଣକ ଲାଠିକଟା ଥାନା ବଲାଣି ପଞ୍ଚାୟତ ଓରାମ ବସ୍ତିର । ମୃତକଙ୍କ ନାଁ ବୁଧୁଆ ଟପୋ(୪୦) । ବସ୍ତି ପାଖକୁ ଲାଗି ରହିଥିବା ବିଲରେ ଘଟିଛି ହତ୍ୟାକାଣ୍ଡ । ହେଲେ କ’ଣ ପାଇଁ ବୁଧୁଆଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଅଭିଯୁକ୍ତ କିଏ ସେ କଥା ମଧ୍ୟ ଜଣାପଡିନି । ହତ୍ୟାର କାରଣ ମଧ୍ୟ ଅସ୍ପଷ୍ଟ । ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚ୍ଛାନ ଭିନ ଆରମ୍ଭ କରିଛି । ଅଭିଯୁକ୍ତ କିଏ ହତ୍ୟାର ପୃଷ୍ଟଭୂମି ଖୋଜୁଛି ପୋଲିସ ।
ପଥରରେ ଛେକି ଯୁବକଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ଲାଠିକଟା ଥାନା ଅଞ୍ଚଳରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ହତ୍ୟାରେ ଶିକାର ହୋଇଥିବା ଯୁବକ ଜଣକ ମାନସିକ ବିକୃତ ବୋଲି ଜଣାପଡିଛି ।
Download Argus News App
