ଏ ସମ୍ପର୍କରେ ମୃତକଙ୍କ ପରିବାର ସୂଚନା ଦେଇ କହିଛନ୍ତି ଯେ,କୁନ୍ଦୁଲି ଗ୍ରାମରେ LI point ନିର୍ମାଣ ଠିକା ନେଇଥିଲେ । ଏନେଇ ଗତ କିଛି ଦିନ ହେବ ତାଙ୍କୁ ଅର୍ଥ ମାଗି ଆସୁଥିଲେ ।ରାମ ଅର୍ଥ ନ ଦେବାରୁ ତାଙ୍କୁ ଧମକଚମକ ଦେଇ ଆସୁଥିଲେ। ଗତ ରାତିରେ ରାମଙ୍କ ସହ ହତ୍ୟାକାରୀ ସମ୍ନା ହୋଇଥିଲେ ଓ ହତ୍ୟା କରିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପଟ୍ଟାଙ୍ଗି ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ବ କରିଛି ।
ଅର୍ଥ ଆଦାୟକୁ କେନ୍ଦ୍ର କରି ହତ୍ୟା
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
