ଏହା ଆଗାମୀ ପିଢୀର ଦେଶଭକ୍ତି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ରାଜ୍ୟାପଳ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ରମେଶ ଶର୍ମା ତାଙ୍କ ସୃଷ୍ଟି ତ୍ରିରଙ୍ଗା ଦ୍ବାରା ଦେଶବାସୀଙ୍କୁ ପ୍ରେମ ଓ ମାନବିକତାର ସନ୍ଦେଶ ପ୍ରଦାନ କରିଛନ୍ତି, ଯାହା ଉଚ୍ଚ ପ୍ରଶଂସନୀୟ ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ରାଷ୍ଟ୍ରକବି ରମେଶ ଶର୍ମାଙ୍କ ମ୍ୟୁଜିକ ଆଲବମ୍ ତ୍ରିରଙ୍ଗା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି ଯେ ମୋର ଭାବନା ଯେପରି ଥିଲା କବି ରମେଶ ଶର୍ମା ଠିକ୍ ଅନୁରୂପ ଭାବେ ଏହାକୁ ଲେଖିଛନ୍ତି ।