ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ନିଆଁ ରେ ପୋଡି ମା ମୃତ

ଅର୍ଗସ ବ୍ୟୁରୋ :ବ୍ରରାଜନଗର ରେ ପୁଣି ଅଘଟଣ। ନିଆଁ ରେ ପୋଡି ଗୋଟିଏ ପରିବାରର ତିନି ଗୁରୁତର। ଗୁରୁତର ମଧ୍ୟରେ ସ୍ଵାମୀ ସ୍ତ୍ରୀ ଓ ୧୨ ବର୍ଷ ର ପୁଅ ଜଣା ପଡିଛି। ଚିକିତ୍ସାଧିନ ଅବସ୍ଥାରେ ମହିଳା ସୁଶିଳା ଦେବଗନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘରେ ଶୋଇଥିବା ବେଳେ କେହି ଦୃର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ। ବାପା ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାର ରେ ଭର୍ତ୍ତି।
Download Argus News App
