ଶେଷ ଦର୍ଶନ ପାଇଁ ଶ୍ମଶାନରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତରେ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଝାରସୁଗୁଡା: ଶେଷ ଯାତ୍ରାରେ ନବ ଦାସ। ନବ ଦାସଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍ । ଖେରୁଆଲ ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ତାଙ୍କ ପାର୍ଥିବ ଶରୀର ଝାରସୁଗୁଡାର ଖେରୁଆଲ ଶ୍ମଶାନକୁ ଅଣାଯାଇଥିଲ।
ଶେଷ ଦର୍ଶନ ପାଇଁ ଶ୍ମଶାନରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତରେ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।