ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଗୋପାଳ ଦାସକୁ ତନାଘନା କରୁଛି। ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳି ଏବେ ଜବତ ହୋଇଛି ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ବସ୍ଷ୍ଟାଣ୍ଡରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳିମାଡ଼ ମାମଲାରେ ଖୋଳତାଡ଼ । ଆଜି ସକାଳୁ କିଛି ବସ୍ କର୍ମଚାରୀଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ଗୋପାଳଙ୍କ ପାଇଁ କେଉଁ ବସ୍ରେ ମେଡିସିନ ଯାଉଛି ? ଗୋପାଳ କେଉଁ ବସ୍ରେ ଯିବା ଆସିବା କରନ୍ତି ? କେତେ ଥର ଯାଇଛନ୍ତି ? ତାଙ୍କୁ କିଏ କିଏ ଦେଖିଛନ୍ତି ? ଏସବୁ ପଚରାଉଚରା କରିଥିବା ସୂଚନା ମିଳିଛି ।