ତେବେ ବଦଳିଛି ସମୟ। ଯେଉଁଠି କେବଳ ଭୟ ଥିଲା, ଆଜି ସେଠାରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଉଡୁଛି ତ୍ରିରଙ୍ଗା । ଆଉ ଏସବୁ କେବଳ ସମ୍ଭବ ହୋଇପାରିଛି କେନ୍ଦ୍ର ସରକାର ଙ୍କ ମହତ୍ତ୍ୱାକାଂକ୍ଷୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ । ଆଜି ଉମରକୋଟ, ରାଇଘର ବ୍ଳକର ଓଡିଶା ଏବଂ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳରେ ଉଡୁଛି ତ୍ରିରଙ୍ଗା ।
ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଭୟ କରୁଥିଲେ ଲୋକେ

ଅର୍ଗସ ବ୍ୟୁରୋ : ଦିନେ ଯେଉଁଠି ଥିଲା ଅରାଜକତା, ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଭୟ କରୁଥିଲେ ଲୋକେ । ଆଜି ସେଇଠି ଉଡୁଛି ତ୍ରିରଙ୍ଗା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକର ସୀମାନ୍ତ ଅଞ୍ଚଳ ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଲୋକେ ପ୍ରାୟତଃ ଭୟଭୀତ ହୋଇ ରହିଥାନ୍ତି ।
Download Argus News App
