ଜଙ୍ଗଲ କାଟି ଗାଁ ବସାଇଥିବାରୁ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୈନପୁର -ନୂଆପଡ଼ା ଡିଭିଜନାଲ୍ କମିଟି ପକ୍ଷରୁ ଏହି ହତ୍ୟାକାଣ୍ଡ ଘଟାଯାଇଛି । ଗତ ଫେବୃଆରି ମାସ ୨୩ ତାରିଖ ଦିନ ହାତିଗାଁ ଅନ୍ତର୍ଗତ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲେ ମାଓବାଦୀ । ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା ଗ୍ରାମର ନାରଦ ମାର୍କମଙ୍କୁ ମଧ୍ୟ ହତ୍ୟା କରିଥିଲେ ମାଓବାଦୀ ।