ପ୍ରବେଶ ପଥରେ ଥର୍ମାଲ ସ୍କାନିଂ କରାଯିବ, ପର୍ଯ୍ୟଟକ ମାନଙ୍କ ଭିତରେ ଯେଭଳି ସାମାଜିକ ଦୂରତା ରହିବ ତା ଉପରେ ନଜର ରଖାଯିବ, ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଅନୁମତି ମିଳିବ ନାହିଁ।
ଅନଲାଇନ ଏବଂ ଅଫଲାଇନରେ ଟିକଟ ମିଳିବ। କାଶ, ଥଣ୍ଡା ଓ ଜ୍ବର ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ପର୍ଯ୍ୟଟକମାନେ ନିଜ ସହ ଖାଇବା ଜିନିଷ ସାଙ୍ଗରେ ନେଇପାରିବେ ନାହିଁ।