ଏଥିରେ ଗର୍ଭବତୀ ମହିଳା ଓ କୋମଳ ମତି ଶିଶୁଙ୍କୁ ସ୍ବାସ୍ଥ୍ୟ ଓ ଖାଦ୍ୟପେୟ ସମ୍ପର୍କିତ ସଚେତନତା ପ୍ରଦାନ କରାଯାଇଥାଏ। ଏସବୁ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ସରକାରଙ୍କ ସମସ୍ତ ବିଧିବ୍ୟବସ୍ଥା ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ର ସୋରଣ ,ମାନସିଂହ ପୁର ର ଅଙ୍ଗନ ୱାଡ଼ି କେନ୍ଦ୍ର ର କର୍ମୀ,ପାଚିକା ଏବଂ ସ୍ବାସ୍ଥ୍ୟ କର୍ମୀ ମାନେ ଏକତ୍ରିତ ରାଲି କରି ଗାଁ ଗାଁ ବୁଲି ସଚେତନତା ବାର୍ତା ଦେଇଛନ୍ତି।
ଏହି ପୃଷ୍ଟିକର ଦିବସ ପ୍ରତ୍ୟେକ ଅଙ୍ଗନ ୱାଡି କେନ୍ଦ୍ର ରେ ୧ ମାସ ଧରି ପାଳନ କରାଯିବ ବୋଲି ଚିଲିକା ସିଡିପିଓ ସୂଚନା ଦେଇଛନ୍ତି।ଜନସଂଖ୍ୟା ରହିଥିବା ଗ୍ରାମରେ ଦୁଇ ବର୍ଷ ହେଲା ଅଜଣା ରୋଗ ଆତଙ୍କ ଖେଳେଇ ଦେଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।