ଲମ୍ପି ଡିଜିଜ୍ ର ନିରାକରଣ ପାଇଁ କ’ଣ କରିବା ଆବଶ୍ୟକ ରହିଛି ? ପଢନ୍ତୁ...
ଏହା ଛଡା ବାର୍ଡ଼ ଫ୍ଲୁ , ଫାଟୁଆ, ସାହାଣ, ବଜବଜିଆ ଓ ଲମ୍ପି ସ୍କିନ ଡିଜିଜ ଭଳି ରୋଗର କିପରି ସର୍ଭିଲେନ୍ସ ସହ ନିରାକରଣ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ବିଶେଷ କରି କୁକୁଡ଼ା ଚାଷ ସହ ଗୋପାଳ କରୁଥିବା ଚାଷୀଙ୍କୁ କିପରି ରୋଗ ବିଷୟରେ ସତର୍କତା କରାଯିବା ନେଇ ଚର୍ଚ୍ଚା ହୋଇଛି ।