ନାଟ୍ୟ ମହୋତ୍ସବରେ ବଛାବଛା ମୋଟ ସାତଟି ନାଟ୍ୟ ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ବିଶିଷ୍ଟ ସିନେ ନିର୍ମାତା ଡ. ସବ୍ୟସାଚୀ ମହାପାତ୍ରଙ୍କୁ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି। ଏହି ନାଟ୍ ମେଳାରେ ଚଳିତ ବର୍ଷ ସାତୋଟି ନାଟକ ପରିବେଷଣ କରାଯିବାର କାର୍ଯ଼୍ୟକ୍ରମ ରହିଥିବା ବେଳେ ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି I
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ