ପୂର୍ବରୁ ଏହି ଦାବି ନେଇ ବାରମ୍ବାର ନବ ନିର୍ମାଣ ସଂଗଠନ ପକ୍ଷରୁ ଦାବି କରାଯାଇ ଆସୁଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳିପାରିନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ତହସିଲ କାର୍ଯ୍ୟଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର ଗଣଧାରଣା। ଚାଷୀଙ୍କୁ ଅବିଳମ୍ବେ ଫସଲ କ୍ଷୟ କ୍ଷତି ସହାୟତା ରାଶି ପ୍ରଦାନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ବିଂଝାରପୁର ଶାଖା ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା।