ଚାଷୀ ପରିବାରକୁ 5000 ଟଙ୍କାର ସୁରକ୍ଷା ଭତ୍ତା, ସବୁ ଫସଲର ଉଚିତ ମୂଲ୍ୟ ଓ ଚାଷୀଙ୍କୁ ସବୁ ସ୍ତରରେ ସମ୍ମାନ ଦିଆଯାଇ ବୋଲି ଦାବି କରିଛି ସଂଗଠନ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ବିରୋଧରେ ପଦଯାତ୍ରା କରିବ ନବନିର୍ମାଣ କୃଷକ ସଙ୍ଗଠନ । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଅକ୍ଟୋବର 14ରେ ଚଣ୍ଡୀଖୋଲରୁ ଭୁବନେଶ୍ବର ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଡାକରା ଦେଇଛି ସଂଗଠନ । ସଂଗଠନର ଅଭିଯୋଗ ଉଚ୍ଚା ମଜୁରୀ, ସାରର ଦର, ଧାନର ଅଭାବୀ ବିକ୍ରି, ବନ୍ୟା ,ମରୁଡ଼ି, ମଣ୍ଡିରେ କଟନି ଛଟନି ଚାଷୀର ମେରୁଦଣ୍ଡ ଭାଙ୍ଗୁଛି । ତେଣୁ ରାଜ୍ୟ ସରକାର ଛତିଶଗଡ଼ ସରକାର ଭଳି ଧାନ ଦର ଉପରେ ବୋନସ୍ ଦିଅନ୍ତୁ ।
ଚାଷୀ ପରିବାରକୁ 5000 ଟଙ୍କାର ସୁରକ୍ଷା ଭତ୍ତା, ସବୁ ଫସଲର ଉଚିତ ମୂଲ୍ୟ ଓ ଚାଷୀଙ୍କୁ ସବୁ ସ୍ତରରେ ସମ୍ମାନ ଦିଆଯାଇ ବୋଲି ଦାବି କରିଛି ସଂଗଠନ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।