11 ବର୍ଷର ବାଳକ ଅନନ୍ତ ମହାପାତ୍ର । ଘର କଟକ ବାଙ୍କୀ ଅଂଚଳରେ । ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । କିନ୍ତୁ ଖେଳ କୂଦ ବୟସରେ ବୋନ କ୍ୟାନ୍ସର ରେ ଅନନ୍ତ 3 ମାସ ଧରି ପୀଡ଼ିତ । ଚିକିତ୍ସା ବହୁ ଟଙ୍କାର ଆବଶ୍ୟକତା ରହିଛି ମାତ୍ର ଗରିବ ବାପାମାଁଙ୍କ ପାଖରେ ଟଙ୍କା ନାହିଁ । ଏଭଳି ପରିସ୍ଥାତିରେ ପ୍ରଶାନ୍ତଙ୍କ ପରିବାର ଉପରେ ଲଦି ହୋଇ ଯାଇଛି ଦୁଃଖର ପାହାଡ଼।
ସାହାର୍ଯ୍ୟ ହିଁ ଅନନ୍ତଙ୍କ ଜୀବନେର ଏକ ନୂଆ ସୂର୍ଯ୍ୟ ଉଦିତ ହେବାରେ ସହାୟକ ହେବ । ଯଦି ଆପଣ ଚାହାଁନ୍ତି,ତେବେ ପ୍ରଶାନ୍ତଙ୍କ ଆକାଉଣ୍ଟ ନମ୍ବର A/C NO - 32150211604 ଏବଂ IFSC CODE - SBIN0000222 ରେ ସାହାଯ୍ୟ କରିପାରିବେ । ସେହିପରି ଫୋନ ନମ୍ବର 96688 62066 ରେ ଯୋଗୋଯାଗ କରିପାରିବେ ।