Bhakti: Bhabare Bhagabata | EP -437 | Argus News
ମଧୁସୂଦନ ସେତୁ ନଦୀପଠାରୁ ନବଜାତ ଶିଶୁ ଉଦ୍ଧାର
କଟକ: ଆଠଗଡ଼ ମଧୁସୁଦନ ସେତୁ ନଦୀପଠା ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପହଞ୍ଚିଛଛନ୍ତି CWC , ପୋଲିସ ଏବଂ ଗ୍ରାମବାସୀ । ଉଦ୍ଧାର ଶିଶୁପୁତ୍ରର ଅବସ୍ଥା ଗୁରୁତର ହେବାରୁ ଶିଶୁଟିକୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ କିଏ କାହିଁକି ଏଠାରେ ଶିଶୁପୁତ୍ର ଛାଡିଛି ସେନେଇ କୌଣସି ସୂଚନା ମିଳିନି ।
Download Argus News App
