ଭୁବନେଶ୍ୱରର ମଧ୍ୟ କିଛି ସ୍ଥାନରେ ରେଡ଼ କରାଯାଇଥିବା ସୂଚନା ମିଳିଛି। ବିହାର ଏସଟିଏଫ, ଓସିଆରପିଏଫ ସହ ମିଶି ଏହି ରେଡ଼ କରିଛି ଏନଆଇଏ। ବିହାରର ମଗଧ ଅଂଚଳରେ ସିପିଏମ ଓ ଜିଏମ ସଙ୍ଗଠନ ଏହି ଫଣ୍ଡିଙ୍ଗ ଅପରେଟ କରୁଥିଲେ।
ଓଡ଼ିଶାକୁ ମିଶାଇ ତିନୋଟି ରାଜ୍ୟରେ ଏନଆଇଏର ଚଢ଼ାଉ
ଅର୍ଗସ ବ୍ୟୁରୋ: ଓଡ଼ିଶାରୁ ହେଉଛି ମାଓ ଫଣ୍ଡିଙ୍ଗ । ଓଡ଼ିଶା, ଝାଡଖଣ୍ଡ, ବିହାର ଓ ଆନ୍ଧ୍ର ପ୍ରଦେଶର ୨୬ଟି ସ୍ଥାନରେ ଏନଆଇଏର ଚଢ଼ାଉ। ଜାତୀୟ ଗଣମାଧ୍ୟମ ରୁ ଏଭଳି କିଛି ତଥ୍ୟ ସମ୍ନାକୁ ଆସିଛି।
Download Argus News App
