ତେବେ ଏହି କର୍ଫ୍ୟୁ ମଧ୍ୟରେ ମେଡିକାଲ ଇମରଜନ୍ସି ଥିଲେ କାଗଜପତ୍ର ଦେଖାଇ ଯାଇପାରିବେ। ସେହିପରି ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ହେବ। ଅତ୍ୟାବଶ୍ୟକ ସେବାରେ କାମ କରୁଥିବା କର୍ମଚାରୀମାନେ ନିଜର ପରିଚୟ ପତ୍ର ଦେଖାଇ ଯାତ୍ରା କରି ପାରିବେ।
ଭୁବନେଶ୍ଵର: ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ନାଇଟ୍ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ବରରେ 144 ଧାରା ଲାଗୁ ହୋଇଛି। ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଭୁବନେଶ୍ବରରେ 10 ପ୍ଲାଟୁନ ଫୋର୍ସ ଓ 60 ଅଫିସର ମୁତୟନ ହୋଇଛନ୍ତି।