କର୍ମଚାରୀଙ୍କ କୋଭିଡ ଟେଷ୍ଟ ପାଇଁ ଶିଳ୍ପସଂସ୍ଥା ଗୁଡ଼ିକ ସମସ୍ତ ବ୍ୟବସ୍ଥା କରିବେ। ଏଥି ସହ କାର୍ଯ୍ୟସ୍ଥଳରେ ସଂକ୍ରମଣକୁ ରୋକିବା ପାଇଁ ଶିଳ୍ପାନୁଷ୍ଠାନ ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ନାଇଟ କର୍ଫ୍ୟୁରେ ଚାଲିବ ଶିଳ୍ପାନୁଷ୍ଠାନ

ଭୁବନେଶ୍ଵର: କରୋନାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ। ତେବେ ନାଇଟ କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନଗୁଡିକର କାର୍ଯ୍ୟ ଜାରି ରହିବ। କୋଭି଼ଡ ଗାଇଡଲାଇନ ପାଳନ କରି ଶିଳ୍ପାନୁଷ୍ଠାନ ଗୁଡିକ ଖୋଲା ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ

ମୟୂରଭଞ୍ଜ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ । ଆଜି ଅପରାହ୍ନ ସମୟରେ କାର ଯୋଗେ sdjm ଏବଂ ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ । ଯଶିପୁର ଥାନା ଅନ୍ତର୍ଗତ ଚାଇଁ ନେବଦା ନିକଟରେ ସେ ଆସୁଥିବା କାର୍ ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍
Download Argus News App
