ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ତାଙ୍କୁ ଇଂଜେକସନ ଦେଇପାରିନଥିଲେ କାର୍ଯ୍ୟରତ ନର୍ସ। ପରେ ମେଡ଼ିକାଲରେ ରୋଗୀ ସଂପର୍କୀୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖାଲି ଏତିକି ନୁହଁ ମେଡ଼ିକାଲରେ ବେଡ଼ ନଥିବାରୁ ବାରଣ୍ଡାରେ ଅତି ଦହନୀୟ ଭାବେ ରୋଗୀମାନେ ପଡିରହିଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: