ଗତକାଲି ASI ଗୋପାଳଙ୍କ ଗୁଳିରେ ପ୍ରାଣ ହରାଇ ଥିଲେ ନବ କିଶୋର ଦାସ । ନବଙ୍କ ପରେ ବର୍ତ୍ତମାନ ନିରଞ୍ଜନ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ସମ୍ଭାଳିବେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ

ଭୁବନେଶ୍ୱର: ନିରଞ୍ଜନ ପୂଜାରୀ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ଅକାଳ ବିୟୋଗ ପରେ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନିରଞ୍ଜନ ଓ ଅର୍ଥମନ୍ତ୍ରୀ ଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟବିଭାଗର ମଧ୍ୟ ଦାଇତ୍ୱ ତୁଲାଇବେ
Download Argus News App
