Prime Odisha @ 7 Pm
ମକର/ପୋଙ୍ଗଲ ଉତ୍ସବ ମନା; କେବଳ ରୀତିନୀତି ହେବ

ଅର୍ଗସ ବ୍ୟୁରୋ: ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC । କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି । ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବାକୁ ବାରଣ କରାଯାଇଛି ।
Download Argus News App
