ତେଣୁ ଆଜି ଚାଷୀ ମାନେ ଧାରଣା ଦେଇଛନ୍ତି ଏବଂ ତାଙ୍କର ଦାବି ପୁରଣ ନ ହେଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ପଦ୍ମପୁର ରେ ବିଜେଡି ର ଦଳୀୟ ନେତା ମାନେ ଦେଇଥିବା ବୟାନ କୁ ଚାଷୀ ମାନେ ତୀବ୍ର ନିନ୍ଦା କରିଛନ୍ତି।ତାଙ୍କ ଦାବି ପୁରଣ ନ ହେଲେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।
୨ବର୍ଷ ହେଲା ମିଳିନି ଫସଲବୀମା: ଧାରଣା ଦେଲେ ଚାଷୀ

ଅର୍ଗସ ବ୍ୟୁରୋ: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକରେ ଥିବା ୪ଟି ଗ୍ରାମ ପଞ୍ଚାୟତର ଚାଷୀ ମାନେ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଗତ ୨ ବର୍ଷ ହେଲା ଚାଷୀ ମାନେ ଫସଲ ବୀମା ଟଙ୍କା ପାଇ ନାହାନ୍ତି।
Download Argus News App
