ଏତେ ପରିମାଣର ସମ୍ପତ୍ତି ଓ ଟଙ୍କା କେଉଁଠୁ ଆସିଲା ତାହାର କାରଣ ଖୋଜିବ ଇଡି । ପ୍ରିଭେନସନ୍ ଅଫ କରପସନ୍ ଆକ୍ଟରେ କରାଯିବ ତଦନ୍ତ । ମନି ଲଣ୍ଡେରିଂ ମଧ୍ୟ ଖୋଜାଯିବ ।
ସୂଚନାଯୋଗ୍ୟ, ଗତକାଲି ଓଡିଶା ଷ୍ଟାଫ ସିଲେକ୍ସନ କାର୍ଯ୍ୟଳୟରେ ଭିଜିଲାନ୍ସ ଟିମ୍ ପହଞ୍ଚିଥିଲା । 2 ଜଣିଆ ଟିମ୍ ଆସି ossc କାର୍ଯ୍ୟାଳୟରେ ତଦନ୍ତ କରିଥିଲା । ଭିଜିଲାନ୍ସ ଡିଏସପି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଭିଜିଲାନ୍ସ ହାତରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଥିବା ମଧ୍ୟ ସୂଚନା ରହିଥିଲା