ଅଧିକ ପଢନ୍ତୁ : ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସ ଘେରିଲା ଆଦିବାସୀ ମହାସଂଘ
ତା ସହିତ ଅଭୟାରଣ୍ୟରେ ବାସ କରୁଥିବା ଲୋକେ ହଇରାଣ ହୋଇ କୃଷି ସମବାୟ ସମିତିରୁ ବଞ୍ଚିତ ହେଉଥିଲେ । ବର୍ତ୍ତମାନ ନୂତନ କୃଷି ସମବାୟ ସମିତି ଉଦଘାଟନ ହେବା ପରେ ଲୋକଙ୍କୁ କୃଷି ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଚକୋଟିଆ ଭୁଞ୍ଜିଆ ସ୍ଵତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ର । ଏବେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପରେ ଆଦିବାସୀ ମାନଙ୍କୁ ମୁହଁରେ ହସ ଫୁଟିଛି ।