ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଏବଂ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ଯୋଗ ଦେଇଥିଲେ । ଆଗକୁ ମାଣ୍ଡିଆ ଦିବସ ରହିଥିବାରୁ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ବାର୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇଥିଲେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନୂଆପଡ଼ା ଜିଲ୍ଲାପାଳ ଅଫିସ ପରିସରରେ ପୁଷ୍ଟି ଶସ୍ୟ ଖାଦ୍ୟ ସମାରୋହ

ଅର୍ଗସ ବ୍ୟୁରୋ : ନୂଆପଡ଼ା ଜିଲ୍ଲାପାଳ ଅଫିସ ପରିସରରେ ପୁଷ୍ଟି ଶସ୍ୟ ଖାଦ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମିଲେଟ ମିଶନ ଏବଂ ପିଡି ଆତ୍ମା ଏବଂ CPSWର ମିଳିତ ଆନୁକୁଲ୍ୟରେ ମିଲେଟ୍ ସଶ୍ୟରେ ତିଆରି ପିଠା, ଖିରି, ଲଡୁ ଭଳି ବିଭିନ୍ନ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା ।
Download Argus News App
