ଅଧିକ ପଢନ୍ତୁ : ଗୁହାଳ ଭିତରୁ ବାଛୁରୀକୁ ଟେକି ନେଉଛି ବାଘ
ଦୀର୍ଘ ଦିନ ହେବ ନିଜର ଜମି ପରମିସନ୍ ପାଇଁ ତହସିଲ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣକ । ବର୍ତ୍ତମାନ ଯୁବକ ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।