ଜେଲ ଗଲେ ଗୋପାଳ ଦାସ
5296 ପରୀକ୍ଷାର୍ଥୀ ପ୍ରିଲିମ ପରୀକ୍ଷାରେ କୃତକାର୍ଯ୍ୟ

ଅର୍ଗସ ବ୍ୟୁରୋ : ଆଜି ପ୍ରକାଶିତ ହେଲା ଓଏଏସ -2021 ପ୍ରିଲିମ ପରୀକ୍ଷା ଫଳ । ମୋଟ 5296 ପରୀକ୍ଷାର୍ଥୀ ପ୍ରିଲିମ ପରୀକ୍ଷାରେ କୃତକାର୍ଯ୍ୟ । କୃତକାର୍ଯ୍ୟ ଆଶାୟୀଙ୍କ ମଧ୍ୟରୁ 1749 ଜଣ ମହିଳା ପରୀକ୍ଷାର୍ଥୀ । ମୋଟ 29,295 ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା ।
Download Argus News App
