Pratham Khabar @ 7AM |3 July 2022| Argus News
୧୨୯ ପ୍ୟାକେଟ ବ୍ରାଉନ ସୁଗାର ଜବତ, ୩ଗିରଫ

ଯାଜପୁର: ଯାଜପୁର ରୋଡ଼ରୁ ବ୍ରାଉନସୁଗାର ରାକେଟ ଠାବ କରିଛି ଆଦର୍ଶ ଥାନା ପୋଲିସ । ୧୨୯ ପ୍ୟାକେଟ ବ୍ରାଉନ ସୁଗାର ସହିତ ନଗଦ ୬୭ ହଜାର ଟଙ୍କା ଏବଂ ୮ଟି ମୋବାଇଲ ଫୋନ ଜବତ ହୋଇଛି । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଘଟଣାର ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି । ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ଏଭଳି ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
କ୍ୟାନସରରେ କିଶୋର ଦାସଙ୍କ ଦେହାନ୍ତ

ଅର୍ଗସ ବ୍ୟୁରୋ: ଆଉ ନାହାନ୍ତି ଆସାମ ଅଭିନେତା କିଶୋର ଦାସ। କର୍କଟ ରୋଗ ସହିତ ଦୀର୍ଘ ଦିନର ଯୁଦ୍ଧରେ ସଂଗ୍ରାମ କରିବା ପରେ ଗତକାଲି ଅର୍ଥାତ୍ ଶନିବାର ଦିନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଗତ କିଛି ଦିନ ହେବ ସେ କର୍କଟ ରୋଗ ସହ ଲଢୁଥିଲେ। ମୃତ୍ୟୁବେଳକୁ ତାଙ୍କୁ ପ୍ରାୟତଃ ୩୦ ବର୍ଷ ହୋଇଥିଲା । ଚେନ୍ନାଇରେ କିଶୋର ଚିକିତ୍ସିତ ହେଉଥିଲେ । ହେଲେ ପୂର୍ବରୁ ତାଙ୍କ
Download Argus News App
