କାରକୁ ଧକ୍କା ଦେଇ ୫ ଫୁଟ ତଳକୁ ଖସି ପଡିଲା ପିକଅପ ଭ୍ୟାନ !
ପୁଣି ଜଣେ ଯବାନଙ୍କ ମୃତ୍ୟୁ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଣି ଜଣେ ଯବାନଙ୍କ ମୃତ୍ୟୁ । ମୃତ ଯବାନ ବିପ୍ରବର ସାହୁ । ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଉଥିବା ଯବାନମାନେ ବସ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ଦୁର୍ଘଟଣାରେ ୨୭ ଜଣ ଯବାନ ଆହତ ହୋଇଥିଲେ । ସେଥିରୁ ୬ ଜଣ ଯବାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ ବିପ୍ରବରଙ୍କୁ ସଂକଟାପୂର୍ଣ ଅବସ୍ଥାରେ ବୁର୍ଲା ଓଉଟ ଭେଣ୍ଟିଲେଟରରେ ରଖା ରଖାଯାଇଥିଲା ।
Download Argus News App
