ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଥିଲେ। ଯେଉଁଥି ପାଇଁ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି।
ରାଜନୀତି ଖବର ଆହୁରି ପଢନ୍ତୁ ।
ଅର୍ଗସ ବ୍ୟୁରୋ: ଚାଷୀ ସମସ୍ୟା ନେଇ ଗୃହ ଆରମ୍ଭରୁ ବିଜେପିର ହଟ୍ଟଗୋଳ । ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ କଲେ ବାଚସ୍ପତି । ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିରୋଧୀ ଦଳର ବିଧାୟକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇ ନଥିଲେ ।