ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଦିଅରର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ

ସମ୍ବଲପୁର: ଦିଅରର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ । ସମ୍ବଲପୁର ଗୁଣ୍ଡୁରୁଚୁଆଁ କିସାନ ପଡାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦିଅର ରାମ କିସାନର ଟାଙ୍ଗିଆ ଚୋଟରେ ଭାଉଜ ସୁକ ଦେଇ କିସାନଙ୍କ ମୁଣ୍ଡରେ ଗଭିତ ଆଘାତ ଲାଗିଥିବା ବେଳେ ପରେ ତାଙ୍କର ମୃତ୍ୟୁ ହୋଇଛି । ପାରିବାରିକ କହଳହରୁ ରାମ କିସାନ ଏଭଳି ଆକ୍ରମଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ରାମ କିସାନ କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।
Download Argus News App
