Pratham Khabar @ 7AM |3 July 2022| Argus News
ସୋର: ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ
ସୋର: ନିର୍ବାଚନ ସିଜିନ୍ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜନୈତିକ ହିଂସାକାଣ୍ଡ ଘଟିବାରେ ଲାଗିଛି । ବାହାନଗା ବ୍ଲକ ଉପରଆଡ଼ିଆ ଗାଁରେ ନିର୍ବାଚନୀ ହିଂସା । ଦଳୀୟ ପୋଷ୍ଟର ନେଇ ଆସୁଥିବା ବେଳେ ଜଣେ ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆହତ ବିଜେଡି କର୍ମୀଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଆକ୍ରମଣ କରିଥିବା ଯୁବକ ବିରୋଧୀ ଦଳର ବୋଲି ସେ ଅଭିଯୋଗ ଆଣିଛନ୍ତି ।
ଆଜିଠୁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ । ଆଜିଠୁ ଦୁଇ ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ସିନ୍ଦେ । ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ବିଜେପି ଓ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁ
Download Argus News App
