ଆଡପ ମଣ୍ଡପରେ ବିଜେ କରିବା ପରେ ମହାପ୍ରଭୁଙ୍କର ବିଭିନ୍ନ ରିତିନୀତି ସମ୍ପର୍ଣ୍ଣ ହୋଇଛି ।
ଗୋଟିଏ ମାସ ଭିତରେ ଅଭିଯୁକ୍ତଙ୍କୁ ଜେଲ୍ ପଠାଇବୁ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି । ବିଜେପି କର୍ମୀଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । ତେଣୁ ଏହା ବିରୋଧରେ ବିଜେପି ନିଶ୍ଚିତ ଦୃଢ ଜାବାବ ଦେବ ବୋଲି କହିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ । ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ତେଣୁ ଓଡ଼ିଶାରେ ସରକାର ଗଠନ ହେବାର ମାସେ ଭିତରେ ସବୁ ଅଭିଯୁକ୍ତଙ୍କୁ ଜେଲ ପଠାଯିବ । ବିଜେଡିକୁ ଟାର୍ଗେଟ କରି ମଧ୍ୟ ଅରୁଣ କହିଛନ୍ତି ଯେ, ବିଜେଡିର ଗୁଣ୍ଡାମାନେ ହିଂସା କାଣ୍ଡ ଭିଆଉଛନ୍ତି ।
ଉଭୟ ଓଡ଼ିଶା ଓ ଦେଶରେ ଲୋକମାନେ ବିଜେପି ସରକାରକୁ ଚାହୁଛନ୍ତି । ଏହା ସହ ନରେନ୍ଦ୍ର ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବେ ଲୋକ ଦେଖିବାକୁ ଚାହୁଛନ୍ତି ବୋଲି କହିଛନ୍ତି ଅରୁଣ ସିଂହ ।
ତିନୋଟି କମିଟି ଗଠନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ଅର୍ଗସ ବ୍ୟୁରୋ: ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ରହିବ ଭାରତୀୟ ସ୍ଥାପତ୍ୟର ଚିତ୍ରଣ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଭିତରର ସାଜସଜ୍ଜା ଯୋଜନା କରିବା ପାଇଁ ତିନୋଟି କମିଟି ଗଠନ କରିଛି। ଯେଉଁଥିରେ ଭାରତୀୟ ସ୍ଥାପତ୍ୟର ଚିତ୍ରଣ, ଚିତ୍ରକଳା, କାନ୍ଥ କଳା ଏବଂ ଲେଖା ଅନ୍ତର୍ଭୁକ୍ତ ହେବ। ପ୍ରବେଶ ପଥରେ ଏକ ସ୍ୱାକ୍ଷର ପ୍ରତିମୂର୍ତ୍ତି, ଏ
Download Argus News App
