ଗତ ପଞ୍ଚାୟତ ନିର୍ବାଚନରେ 50% ସଂରକ୍ଷଣ ରହିଥିବା ବେଳେ 60-70% ମହିଳା ନିଜସ୍ଵ ବଳରେ ଜିତି କି ଆସିଛନ୍ତି । ଆମର ଜିଲ୍ଲା ପରିଷଦ ନିର୍ବାଚନରେ 21 ମହିଳା ଅଧ୍ୟକ୍ଷା । ମହିଳାମାନଙ୍କୁ ଲିଡରସିପ ରୋଲ ପ୍ଲେ କରିବାକୁ ମିଶନ ଶକ୍ତି ପ୍ଲାଟଫର୍ମ ଦେଇଥାଏ ବୋଲି ମିଶନ ଶକ୍ତି ସଚିବ କହିଛନ୍ତି ।
ଏସଏଚଜି ମହିଳାଙ୍କୁ ନେଇ ରାଜନୀତି ନ କରାଯାଉ

ଅର୍ଗସ ବ୍ୟୁରୋ : ଏସଏଚଜି ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ । ଏମପାୱରମେଣ୍ଟ ହୋଲିଷ୍ଟିକ ଏହାକୁ ବିଭକ୍ତ କରିପାରିବେନି । ଆପଣ ମାନେ କେବଳ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ ବୋଲି ମହିଳା ମାନଙ୍କୁ କୁହାଯାଇପାରିବନି, କାରଣ ଏହା ଏକ ବଡ଼ ପ୍ରକ୍ରିୟା ।
Download Argus News App
