ଦଳର ସମସ୍ତ ନେତା ଓ କର୍ମୀଙ୍କୁ ସାଥୀରେ ଆଗକୁ ବଢିବି : ମନମୋହନ ସାମଲ
ଅଙ୍ଗନୱାଡି କର୍ମୀଙ୍କୁ ବଦଳି ଦାବିରେ ସିଡିପିଓ କାର୍ଯ୍ୟାଳୟ ଘେରାଉ

ମୟୁରଭଞ୍ଜ: ଅଙ୍ଗନୱାଡି କର୍ମୀଙ୍କୁ ବଦଳୀ ଦାବୀରେ ସିଡିପିଓ କାର୍ଯ୍ୟାଳୟ ଘେରାଉ । ଏଭଳି ଖବର ଆସିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତରୁ । ଜୁଆଳିକଟା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଦେବକୀ ପାତ୍ରଙ୍କ ମନମୁଖି କାର୍ଯ୍ୟକଳାପ ଏବଂ ମହିଳାଙ୍କ ଅଜାଣତରେ ଏସଏଚଜି ଗ୍ରୁପ ଗଠନ କରିବାରେ ଅତିଷ୍ଠ ହୋଇ ଗ୍ରାମବାସୀ ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।
Download Argus News App
